ପୂର୍ବତନ ପ୍ରେମିକାଙ୍କ ଅଭିଯୋଗ ଆଧାରରେ ୟୁଟ୍ୟୁବର ଚନ୍ଦନ କରକୁ ଗିରଫ କରିଛି ମହିଳା ଥାନା ପୁଲିସ।ଅଭିଯୋଗ ଅନୁଯାୟୀ ଚନ୍ଦନ ଦୀର୍ଘ ଦିନ ଧରି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଉଭୟଙ୍କ ମଧ୍ୟରେ କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଚନ୍ଦନ ରେକର୍ଡିଂ କରି ରଖିଥିଲେ। ତେବେ ପ୍ରେମିକା ଜଣକ ଅନ୍ୟତ୍ର ବିବାହ କରିବା ପରେ ସେହି ଭିଡ଼ିଓକୁ ତାଙ୍କ ସ୍ୱାମୀଙ୍କୁ ଦେଖାଇ ଦେବ କହି ବ୍ଲାକମେଲ କରୁଥିଲା। ଏନେଇ ପ୍ରେମିକା ଜଣଙ୍କ ମହିଳା ଥାନାରେ ଲିଖିତି ଅଭିଯୋଗ କରିବା ପରେ ପୁଲିସ ଚନ୍ଦନକୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା। ପରେ ତାଙ୍କୁ ଗିରଫ କରିଛି। ପୂର୍ବରୁ ନିଜ ସ୍ତ୍ରୀକୁ ପ୍ରଯୋଜକଙ୍କ ସହିତ ରାତି ବିତାଇବା ପାଇଁ ବାଧ୍ୟ କରି ଗିରଫ ହୋଇଥିଲା ଚନ୍ଦନ।

Please follow and like us:
Pin Share

Leave a Reply

Your email address will not be published. Required fields are marked *