ଦିଲ୍ଲୀରେ NDA ସଂସଦୀୟ ଦଳ ବୈଠକ ଶେଷ । ବୈଠକର ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ର। ବିବାଦୀୟ ବୟାନବାଜି ନକରିବାକୁ ପରାମର୍ଶ ଦେଲେ ମୋଦି। ସମସ୍ତ ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ପରାମର୍ଶ ଦେଲେ ମୋଦି। ଗୃହରେ ଭଲ ବ୍ୟବହାର ଦେଖାଇବାକୁ ପରାମର୍ଶ ଦେଲେ। ଲୋକଙ୍କ ହିତ ପାଇଁ କାମ କରିବାକୁ ଅପିଲ କଲେ ମୋଦି । ଏହି ବୈଠକରେ ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଉପସ୍ଥିତ ଥିବା ଜଣା ପଡ଼ିଛି।