ବିଜେପି ବିଧାୟକ ପ୍ରାର୍ଥୀ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ। ଖାରଜ କଲେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଦୌରାଜଜ୍‌-୨। ମିଳିଲାନି ଜାମିନ, ଏବେ ହାଇକୋର୍ଟ ଯିବେ ପ୍ରଶାନ୍ତ ବୋଲି ଜଣା ପଡିଛି। ଆଜି ପୂର୍ବାହ୍ନରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷଣ ରଖିଥିଲେ। ପୀତାମ୍ବର ଆଚାର୍ୟ୍ୟଙ୍କ ସମେତ ୪୦ ଆଇନଜୀବୀ ତାଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିବା ଜଣା ପଡ଼ିଛି। ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗା ଘଟଣାରେ ପୋଲିସ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Please follow and like us:
Pin Share

Leave a Reply

Your email address will not be published. Required fields are marked *