ବିଜେପି ଛାଡ଼ିବାର ଘଣ୍ଟାଏ ପରେ ବିଜେଡିରେ ସାମିଲ୍ ହେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଆଜି ସଂଧ୍ୟାରେ ବିଜେପି ଛାଡ଼ିଥିଲେ ବିଜେଡିରେ ପୁଣି ସାମିଲ୍ ହୋଇଛନ୍ତି ରାଜୁ ଦାସ। ଯାହାକୁ ନେଇ ଧାମନଗର ରାଜନୀତିରେ ଏବେ ଜୋରଦାର ଚର୍ଚ୍ଚା ।ଆଜି ସଂଧ୍ୟାରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ, ପରେ ସେ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ସେ ପୁଣି ନିଜ ଦଳକୁ ଫେରିଛନ୍ତି । ଧାମନଗରର ପୂର୍ବତନ ବିଧାୟକ ହେଉଛନ୍ତି ରାଜେନ୍ଦ୍ର ଦାସ । ୨୦୦୯-୨୦୧୪ ଧାମନଗରରେ ବିଜେଡିରୁ ବିଧାୟକ ଥିଲେ ରାଜେନ୍ଦ୍ର ଦାସ । ତେବେ ୨୦୨୪ ପାଇଁ ତାଙ୍କୁ ସୋରରେ ବିଜେପି ଟିକେଟ ଦେଇ ପୁଣି ଛଡେଇ ନେଇଥିଲା।

Please follow and like us:
Pin Share

Leave a Reply

Your email address will not be published. Required fields are marked *