୧୭ ତାରିଖରେ ପ୍ରଚାର ପାଇଁ ଓଡ଼ିଶା ଆସିବେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମା ମାଳିନୀ। ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ। ଉତ୍ତର ଭୁବନେଶ୍ବର, କିଶନ ନଗର, ପିପିଲିରେ ସଭାରେ ଯୋଗ ଦେବେ। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ତାଙ୍କୁ ଦଳ ଷ୍ଟାର୍ ପ୍ରଚାରକ ତାଲିକାରେ ସାମିଲ କରିବା ପରେ ଏହା ତାଙ୍କର ପ୍ରଥମ ପ୍ରଚାର।