ପୁଣି ଦଳ ଡେଇଁଲେ ଦେବାଶିଷ ନାୟକ। ପ୍ରଥମେ ବିଜେଡି ରୁ ବିଜେପି ଆଉ ଆଜି ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି ପୂର୍ବତ୍ତନ ମନ୍ତ୍ରୀ ଦେବାଶିଷ ନାୟକ। ଫେବ୍ରୁଆରୀ ୨୫ରେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିଲେ ସେ। ବରୀରୁ ବିଜେପି ଆଶାୟୀ ଥିବା ବେଳେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ମାତ୍ର ୨ ମାସ ୯ ଦିନ ପରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି।ବରୀରୁ ବିଜେପି ଟିକେଟ ଆଶାୟୀ ଥିଲେ ଦେବାଶିଷ, କିନ୍ତୁ ମିଳିନଥିଲା ତେଣୁ ସେ ଶୁକ୍ରବାର ସ୍ବାଧିନରେ ଲଢ଼ିବେ ବୋଲି ଘୋଷଣା କରିଥିଲେ ହେଲେ ଆଜି କଂଗ୍ରେସରେ ମିଶିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Please follow and like us:
Pin Share

Leave a Reply

Your email address will not be published. Required fields are marked *