ଆସନ୍ତାକାଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ TDP ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ।ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୨୭ରେ ଶପଥ ନେବେ ଚନ୍ଦ୍ରବାବୁ ନାଇଡ଼ୁ।NDA ବୈଠକରେ ଚନ୍ଦ୍ରବାବୁ ନାଇଡ଼ୁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ନାଇଡ଼ୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆନ୍ଧ୍ର ପ୍ରଦେଶରେ କାର୍ଯ୍ୟକ୍ରମ ପରେ ଓଡ଼ିଶା ଆସିବେ ମୋଦି । ଅନ୍ୟପଟେ ଆନ୍ଧ୍ରପ୍ରଦେଶ କ୍ୟାବିନେଟରେ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି ଅଭିନେତା ତଥା ରାଜନେତା ପୱନ କଲ୍ୟାଣ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *