ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି। ବଢ଼ିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ।ଅନୁଭବଙ୍କ ବିରୋଧରେ ଜାରି ହେଲା NBW।କଟକ ଜେଏମ୍ଏଫସି (MP, MLA) କୋର୍ଟ ପକ୍ଷରୁ ଅନୁଭବଙ୍କ ବିରୋଧରେ NBW ଜାରି ହୋଇଛି। ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ NBW ଜାରି ହୋଇଛି।ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାରି ହେଲା NBW।ଚାର୍ଜଫ୍ରେମ୍ ପାଇଁ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ ସାଂସଦ। ଚାର୍ଜଫ୍ରେମ୍ ପାଇଁ ହାଜର ନହେବାରୁ NBW ଜାରି କଲେ କୋର୍ଟ । ୨୩ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଦେଲେ ସରକାରୀ ଓକିଲ ଆଫ୍ରୋଜ୍ ଅହମ୍ମଦ।